Jump to content

ମାସକିଆ

ଉଇକିଅଭିଧାନ‌ରୁ

ମାସକିଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ମାସିକ)

[ସମ୍ପାଦନା]
୧. ଏକମାସବୟସ୍କ — ୧. Aged one month; a month old.
୨. ମାସିକ — ୨. Monthly.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ସ୍ତ୍ରୀମାନଙ୍କ ମାସିକଧର୍ମ; ଋତୁ — Menses.