Jump to content

ମାସକ ଧର୍ମ୍ମ

ଉଇକିଅଭିଧାନ‌ରୁ

ମାସକ ଧର୍ମ୍ମ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଏକମାସ ମଧ୍ୟରେ ସଞ୍ଚିତ ବା ଅର୍ଜିତ ପୁଣ୍ୟ — Piety accumulated or earned by a person during a month's performance oof religious acts.

(ଯଥା—ଅକାମାବ, ପାନଗୁଆ ଖାଇ, ପାନଗୁଆ ତୋର— ମାସକ ଧର୍ମ ମୋର, କାର୍ତ୍ତିକ ପୂର୍ଣ୍ଣିମାରେ ସ୍ନାନ କଲା ସମୟରେ ସ୍ତ୍ରୀମାନଙ୍କର ଉଚ୍ଚାରିତ ବଚନ)