Jump to content

ମାସକ (କା) ବାଡ଼(ର୍)

ଉଇକିଅଭିଧାନ‌ରୁ

ମାସକ (କା) ବାଡ଼(ର୍)

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ମାସ ଓ ଫାରାସୀ - କାବାର= ମାସର ଶେଷ; ମାସକାବାରୀ=ମାସ ଶେଷରେ କର୍ତ୍ତବ୍ୟ)

[ସମ୍ପାଦନା]

ପ୍ରତ୍ୟେକ ମାସ ଶେଷରେ ପ୍ରସ୍ତୁତ କରାଯିବା —Prepared at the end of every month.

ବିଶେଷ୍ୟ -

[ସମ୍ପାଦନା]
୧. ପ୍ରତ୍ୟେକ ମାସ ଶେଷରେ ପ୍ରସ୍ତୁତ କରାଯିବା ଉକ୍ତ ମାସର ହିସାବ —୧. Monthly return; monthly account prepared at the end of every month.
୨. ସ୍ତ୍ରୀମାନଙ୍କର ଋତୁସ୍ରାବ —୨. Monthly course; menstruation.
୩. ପ୍ରତି ମାସର ଶେଷ —୩. The end of every month.