Jump to content

ମାସପଞ୍ଜି

ଉଇକିଅଭିଧାନ‌ରୁ

ମାସପଞ୍ଜି

ଉଚ୍ଚାରଣ

[ସମ୍ପାଦନା]

(ମାସ ପଞ୍ଜିକା—ଅନ୍ୟରୂପ)

(ମାସ ପାଞ୍ଜି—ଦେଶଜରୂପ)

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍)

[ସମ୍ପାଦନା]

କୌଣସି ମାସରେ ଘଟିବା ତିଥି, ବାର, ଉତ୍ସବ, ଓ ଘଚନାବଳିର ବିବରଣ — Monthly almanac; a record of the events etc during a particular month.