Jump to content

ମାସହରା

ଉଇକିଅଭିଧାନ‌ରୁ

ମାସହରା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ପ୍ରାଦେଶିକ - (ବାଲେଶ୍ୱର)ବିଶେଷଣ - (ତୁଳ. ବଙ୍ଗାଳୀ - ମାସହାରା)

[ସମ୍ପାଦନା]

ମାସୁଆରି; ମାସିକ —Monthly; payable month by month.

ବିଶେଷ୍ୟ -

[ସମ୍ପାଦନା]

ମାସିକ ବେତନ —Monthly pay.

କ୍ରି.ବିଶେଷଣ -

[ସମ୍ପାଦନା]

ପ୍ରତି ମାସରେ —Monthly.