Jump to content

ମାସାନୁମାସିକ

ଉଇକିଅଭିଧାନ‌ରୁ

ମାସାନୁମାସିକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ମାସ+ଅନୁମାସ+ଇକ)

[ସମ୍ପାଦନା]

ପ୍ରତି ମାସ— ସମ୍ୱନ୍ଧୀୟ —Relating to every month.

୨. ସୌରମାନ ମାସର ସଂକ୍ରାନ୍ତିର ପୂର୍ବ ଦିନ —୨. The day previous to a Saṁkrānti day.
୩. ଅମାବାସ୍ୟା —୩. The new moon; the change of the moon.