ମାସାନ୍ତ ସଂକ୍ରାନ୍ତି
ଏକମାସର ଶେଷ ଦିନ ଓ ଅନ୍ୟ ମାସର ପ୍ରଥମ ଦିନ —The last day of a month and the first day of the next month.
[ଦ୍ରଷ୍ଟବ୍ୟ —ମାସାନ୍ତ ଓ ସଂକ୍ରାନ୍ତିରେ ଯାତ୍ରାଦି ଶୁଭ କାର୍ଯ୍ୟ ନିଷିଦ୍ଧ]