ମାସି
ଦେଖଣା
ମାସି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - (ସଂସ୍କୃତ - ମାସିକ)
[ସମ୍ପାଦନା]ମାସସମ୍ୱନ୍ଧୀୟ —Relating to a month.
(ଦ୍ର—ଏହା ଅନ୍ୟ ଶବ୍ଦ ସଙ୍ଗେ ଯୁକ୍ତ ହୁଏ; ଯଥା—ବାରମାସି; ଦୋମାସି ଇତ୍ୟାଦି)
ଦେଶଜ - କ୍ରି.ବିଶେଷଣ -
[ସମ୍ପାଦନା]ମାସିକ; ପ୍ରତି ମାସରେ —Every month.
(ଉ—ମାସି ମଙ୍ଗଳବାର ଚାରି, ଏବେହେଁ କରେ ନନ୍ଦନାରୀ—ଭୂପତି ପ୍ରେମପଞ୍ଚାମୃତ)