Jump to content

ମାସିଆ

ଉଇକିଅଭିଧାନ‌ରୁ

ମାସିଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ମାସିକ; ପ୍ରା. ମାସିଆ) (ଅନ୍ୟ ଶବ୍ଦ ସଙ୍ଗେ ଯୁକ୍ତ ହୁଏ; ସଂସ୍କୃତ - ମାସୀୟ)

[ସମ୍ପାଦନା]
୧. ମାସସମ୍ୱନ୍ଧୀୟ — ୧. Relating to a month.

(ଉ—ଆଜି ସ୍ନାନପୂର୍ଣ୍ଣିମା, ଜ୍ୟେଷ୍ଠମାସିଆ ଦିନ—ଫକୀରମୋହନ ଛମାଣ ଆଠଗୁଣ୍ଠ)

୨. ଏତେ ମାସ ଗର୍ଭରେ ରହି ଜନ୍ମ ହୋଇଥିବା (ଶିଶୁ) —୨. Held in the mother's womb for so many months.

(ଯଥା—ଆଠମାସିଆ ପିଲା, ନଅ ମାସିଆ ପିଲା, ଦଶ ମାସିଆ ପିଲା)

୩. ଏତେ ମାସ ବୟସ୍କ —୩. Aged so many months.
୪. ଏତେ ମାସ ସ୍ଥାୟୀ ବା ବ୍ୟାପୀ —୪. Lasting or occupying so many months.