ମାସିକ
ଦେଖଣା
ମାସିକ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ମାସ+ସମ୍ୱନ୍ଧାର୍ଥେ, ନିବୃତ୍ତ୍ୟର୍ଥେ ଓ ଦେୟାର୍ଥେ ଇକ)
[ସମ୍ପାଦନା]- ୧. ସସମ୍ୱନ୍ଧୀୟ —୧. Monthly.
- ୨. ପ୍ରତି ମାସରେ କର୍ତ୍ତବ୍ୟ —୨. performable every month.
- ୩. ଏକମାସକାଳ ସ୍ଥାୟୀ —୩. Lasting for a month
- ୪. ପ୍ରତି ମାସରେ ଥରେ ଘଟିବା — ୪. Happening once every month.
- ୫. ପ୍ରତି ମାସରେ ଦେୟ —୫. Payable every month.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ମୃତ ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ମୃତ୍ୟୁର ଏକବର୍ଷ ମଧ୍ୟରେ ପ୍ରତି ମାସରେ କର୍ତ୍ତବ୍ୟ ଶ୍ରାଦ୍ଧ —୧. Oblation of food offered to a deceased aancestor every month for a year after his death.
- ୨. ପ୍ରତି ମାସରେ ଅମାବାସ୍ୟାରେ ବିହିତ ଶ୍ରାଦ୍ଧ —୨. Oblation offered to a deceased ancestor on every change of the moon.