Jump to content

ମାସେ ଖଣ୍ଡେ

ଉଇକିଅଭିଧାନ‌ରୁ

ମାସେ ଖଣ୍ଡେ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ମାସକରୁ କିଛି ବେଶୀ ବା କମ୍ ସମୟ — A period of time slightly more or less than a month;


ମାସେକାନ୍ତର, ମାସେଅଧେ, ମାସେପକ୍ଷେ(ଖ) ଅନ୍ୟରୂପ about a month or so.

(ଉ—ଆଉ ମାସେଖଣ୍ଡେ ଗଲେ ସେଇଆ ହବ ଯେ—ନୀଳକଣ୍ଠ ଦାଶ ପିଲାଙ୍କ ରାମାୟଣ)