ମାସ ପୂରିବା
ଦେଖଣା
ମାସ ପୂରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମାସ ପୂରିବା
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ମାସ; ପୂରଣ)
[ସମ୍ପାଦନା]- ୧. ଏକମାସ ପୂର୍ଣ୍ଣ ହେବା —୧. The complection of a month.
- ୨. ଗର୍ଭଧାରଣର ନବମ ଦଶମ ମାସ, ଅର୍ଥାତ୍ ଆସନ୍ନ ପ୍ରସବକାଳ ଉପସ୍ଥିତ ହେବା; ପୂର୍ଣ୍ଣଗର୍ଭ ହେବାର ସମୟ —୨. Being in the ୯th or the ୧୦th month of pregnaancy; being near one's time of delivery.