Jump to content

ମାସ ଫଳ

ଉଇକିଅଭିଧାନ‌ରୁ

ମାସ ଫଳ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍) (ଫଳିତ ଜ୍ୟୋତିଷ)

[ସମ୍ପାଦନା]
୧. ପ୍ରତ୍ୟେକ ମାସରେ ଘଟିବା ଫଳ ବା ଘଟନା —୧. The events happening during a month calculated astrologically.
୨. ଯେଉଁ ଲେଖାରେ ଜ୍ୟୋତିଷ ଗଣନା କ୍ରମେ କୌଣସି ମାସର ଶୁଭାଶୁଭ ଫଳ ଲିପିବଦ୍ଧ ହୋଇଥାଏ —୨. A statement of the good or evil which will befall during a particular month according to astrotogical calculat.