Jump to content

ମାହା

ଉଇକିଅଭିଧାନ‌ରୁ

ମାହା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଗ୍ରାମ୍ୟ - ବିଶେଷଣ - (ସଂସ୍କୃତ - ମହା)

[ସମ୍ପାଦନା]

ମହା —Great.

[ଦ୍ରଷ୍ଟବ୍ୟ —ପ୍ରାୟ 'ମହା'—ଶବ୍ଦ ଯୁକ୍ତ ସମସ୍ତ ଶବ୍ଦ ଭାଷାରେ ଓ ବ୍ୟବହାରରେ 'ମାହା' ରୂପେ ଉଚ୍ଚାରିତ ହୁଏ ଯଥା— 'ମାହାନଦୀ'; ମାହାନ୍ତି; ମାହାପ୍ରସାଦ; ମାହାରାଜା; ମାହାରାଣ; ମାହାଦେଈ; ମାହାଫିଜ୍ (ସ); ମାହାକାଳ; ମାହାଭାରତ; ମାହାଲ୍ ଏ ସବୁ 'ମହା' ତଳେ ନୋଟ୍ ଦେଖ]