Jump to content

ମାହାତ୍ମ୍ୟ

ଉଇକିଅଭିଧାନ‌ରୁ

ମାହାତ୍ମ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମହାତ୍ମନ୍+ଭାବ ଯ)

[ସମ୍ପାଦନା]
୧. ଗୌରବ; ମହତ୍ତ୍ୱ; ମହିମା —୧. Greatness; majesty.
୨. ତୀର୍ଥଦର୍ଶନର ଓ ଦେବଦେବୀଙ୍କ ପୂଜାଆଦିର ଶୁଭ ଫଳ — ୨. Efficacy of visiting certain shines and performing worship of certain Deities.
୩. ଆଦର; ମାନ (ହିନ୍ଦୀ - ଶ) — ୩. Respect; honour.
୪. ତୀର୍ଥ ଓ ଦେବଦେବୀଙ୍କ ପୂଜାର ଫଳବର୍ଣ୍ଣନାତ୍ମକ ଗ୍ରନ୍ଥ —୪. A book describing the fruits of visiting shrines and worshipping Deities.