Jump to content

ମାହାଳିଆ ମୁକୁନ୍ଦ ଦେବ

ଉଇକିଅଭିଧାନ‌ରୁ

ମାହାଳିଆ ମୁକୁନ୍ଦ ଦେବ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ନାମ)

[ସମ୍ପାଦନା]
୧. ରାଜ— କୀୟ କ୍ଷମତାଶୂନ୍ୟ ମୁକୁନ୍ଦଦେବ ନାମଧାରୀ ପୁରୀର ଭୂତପୂର୍ବ ରାଜା — ୧. Name of a nominal Rājā of puri after he lost his independence.
୨. (ଲକ୍ଷଣାର୍ଥ) ଫମ୍ପା ଅଧିକାରସୁରକ ଉପାଧିବିଶିଷ୍ଟ ବ୍ୟକ୍ତି —୨. (figurative) A person bearing an empty title denoting greatness.