ମାହି
ଦେଖଣା
ମାହି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଆରବୀ - ମାହ୍)
[ସମ୍ପାଦନା]ମାସ — Month.
ମାହି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ନାମ)
[ସମ୍ପାଦନା]ଦକ୍ଷିଣ ଭାରତର ମାଲବାର ଉପକୂଳରେ ଥିବା ଫ୍ରାନ୍ମ ଅଧିକୃତ ବନ୍ଦର —A seapoorrt in the Malabar coast of Ibdia belonging to France.