Jump to content

ମାହିଷ୍ମତୀ

ଉଇକିଅଭିଧାନ‌ରୁ

ମାହିଷ୍ମତୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ

[ସମ୍ପାଦନା]

ରାଜା ଶିଶୁପାଳଙ୍କ ରାଜଧାନୀ; ନର୍ମଦାତୀରସ୍ଥ ନଗରୀ ବିଶେଷ (ଏହାର ବର୍ତ୍ତମାନ ନାମ ଚୁଲିମହେଶ୍ୱର) — Ancient capital of king Ṡiṡupāḻa on the bank of the Nerbudda river.