Jump to content

ମାହୁଁନ୍ତ

ଉଇକିଅଭିଧାନ‌ରୁ

ମାହୁଁନ୍ତ

ଉଚ୍ଚାରଣ

[ସମ୍ପାଦନା]

(ମାହାନ୍ତିଆ—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମହାପାତ୍ର)

[ସମ୍ପାଦନା]
୧. ହସ୍ତିଚାଳକ — ୧. The driver of an elephant.

(ଉ—ଦଶ ଭାର ସ୍ୱର୍ଣ୍ଣର ସହସ୍ରେମତ୍ତହସ୍ତୀ ମାହୁତମାନେ ତହିଁ ବସି ଯେ ଅଛନ୍ତି— କୃଷ୍ଣସିଂହ ମହାଭାରତ ଆଦି)

୨. ଗଜା— ରୋହୀ ସୈନ୍ୟ —୨. A warrior carried on the back of an elephant.
୩. କ୍ଷତ୍ରିୟଙ୍କ ବଂଶୋ— ପାଧିବିଶେଷ—ଜଗବନ୍ଧୁ ପ୍ରାଚୀନ ଉତ୍କଳ) — ୩. A family title of the Kshatriyas.