ମାହେ
ଦେଖଣା
ମାହେ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ଅ (କଚିରିଆ)—(ଆ—ମାହ୍=ମାସ)
[ସମ୍ପାଦନା]ଅମୁକ ମାସରେ — In the month of.
[ଦ୍ରଷ୍ଟବ୍ୟ —ପତ୍ର ଓ ଦଲୀଲ ଆଦିରେ ମାସର ନାମ ପୂର୍ବରେ 'ମାହେ' ଶବ୍ଦ ବ୍ୟବହୃତ ହୁଏ ଯଥା—ମାହେ ମୀନ ୧ ଦିନ; ମାହେ ଚୈତ୍ର ୧ଦିନ; ମାହେ ମାର୍ଚ୍ଚ ୨୮: ତାରିଖ—ଅର୍ଥ ମୀନ ମାସର ୧ମ ଦିନ ଇତ୍ୟାଦି]
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ମାହି (ଦେଖ) - Māhi (See)