Jump to content

ମାହେଶ୍ୱର

ଉଇକିଅଭିଧାନ‌ରୁ

ମାହେଶ୍ୱର

ଉଚ୍ଚାରଣ

[ସମ୍ପାଦନା]
(ମାହେଶ୍ୱରୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ମହେଶ୍ୱର+ସମ୍ୱନ୍ଧାର୍ଥେ. ଅ)

[ସମ୍ପାଦନା]

ମହେଶ୍ୱର ବା ଶିବସମ୍ୱନ୍ଧୀୟ —Relating to Siba.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଶିବୋପାସକ; ଶୈବ —୧. Adevotee of Ṡiba.
୨. ସ୍ୱର ଓ ବ୍ୟଞ୍ଜନମାଳାସୂରକ ପାଣୀନୀଙ୍କ ୧୪ଟି ପୁତ୍ର —୨. The ୧୪ aphorisma of Paṇin indicating the vowels and the consoants.

[ଦ୍ରଷ୍ଟବ୍ୟ —ପାଣିନୀ ବ୍ୟାକରଣର ଏ ୧୪:ଟି ସୂତ୍ର ଯଥା—ଅଇଉଣ୍, ଋକ୍, ଏଓମ୍, ଐଔଚ୍, ହଯବରଟ୍, ଲଣ୍, ଞ୍ଜମଙନମ୍, ଝଭଞ୍ଜ, ଘଡ଼ଘଷ୍, ଜବଗଡ଼ଦଶ୍, ଖଫଛଠଥଚଟତବ୍ କପୟ, ଶଷସର୍ ହଳ୍ ଏ ସୂତ୍ର ମାନ ଶିବଙ୍କ ତାଣ୍ଡବନୃତ୍ୟ ସମୟରେ ତାଙ୍କ ଡ଼ମ୍ୱରରୁ ବାହାରିଥିବା କଥିତ (ହିନ୍ଦୀ - ଶ.) ]

୩. ଅସ୍ତ୍ରବିଶେଷ ମାହେଶ୍ୱରାସ୍ତ୍ର —୩. A weapon peculiar to Ṡiba.