Jump to content

ମାହେଶ୍ୱରୀ

ଉଇକିଅଭିଧାନ‌ରୁ

ମାହେଶ୍ୱରୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ମହେଶ୍ୱର+ଅ+ଈ)

[ସମ୍ପାଦନା]
୧. ଦୂର୍ଗା ୧. Durgā.
୨. ମାତୃକାଦେବୀବିଶେଷ — ୨. One of the mother—Goddesses of the Hindus.
୩. ଯବତିକ୍ତା ନାମକ ଗୁଳ୍ମ; ଭୂନିମ୍ୱ; ଭୂଇଁନିମ୍ୱ ୩. Name of a plant; Andrograpis Paniculata.

ସଂସ୍କୃତ - ବିଶେଷଣ - ସ୍ତ୍ରୀ

[ସମ୍ପାଦନା]

ମାହେଶ୍ୱରର ସ୍ତ୍ରୀଲିଙ୍ଗ — Feminine of Māheṡwara.