Jump to content

ମାହେୟ

ଉଇକିଅଭିଧାନ‌ରୁ

ମାହେୟ

ଉଚ୍ଚାରଣ

[ସମ୍ପାଦନା]
(ମାହେୟୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ମହି+ସମ୍ୱନ୍ଧାର୍ଥେ. ଏୟ)

[ସମ୍ପାଦନା]
୧. ମହୀ ବା ପୃଥିବୀ — ସମ୍ୱନ୍ଧୀୟ —୧. Earthly.
୨. ମୃଣ୍ମୟ — ୨. Eartheren.

ସଂସ୍କୃତ - ବିଶେଷ୍ୟ - (ମହୀ+ଅପତ୍ୟାର୍ଥେ ଏୟ)

[ସମ୍ପାଦନା]
୧. ମଙ୍ଗଳଗ୍ରହ —୧. The planet Mars;
୨. ପ୍ରବାଳ —୨. Coral;
୩. ନରକାସୁର — ୩. Name of a demon.