Jump to content

ମାହେୟୀ

ଉଇକିଅଭିଧାନ‌ରୁ

ମାହେୟୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ମାହେୟ+ସ୍ତ୍ରୀ. ଈ)

[ସମ୍ପାଦନା]
୧. ଗାଭୀ — Cow.
୨. ସୀତା —୨. Rāmachandra's wife.
୩. ନଦୀବିଶେଷ (ହିନ୍ଦୀ - ଶ.) —୩. Name of a river.