Jump to content

ମାହ୍ଲୁଆ ମାରିବା

ଉଇକିଅଭିଧାନ‌ରୁ

ମାହ୍ଲୁଆ ମାରିବା

ଉଚ୍ଚାରଣ

[ସମ୍ପାଦନା]
  • (file)

ପ୍ରାଦେଶିକ - (ବାଲେଶ୍ୱର)କ୍ରିୟାପଦ -

[ସମ୍ପାଦନା]
୧. ଅନ୍ୟକୁ ବଞ୍ଚିତ କରି ଅପ୍ରତ୍ୟାଶିତ ଭାବରେ କୌଣସି ବସ୍ତୁ ନିଜେ ଉପଭୋଗ କରିବା —୧. To baulk some one of something for one's own enjoyment.
୨. ଛୁଆଣି ବେଳେ ଚାଳର କୌଣସି ନୁଆଁଣିଆଁ ଅଂଶକୁ ବାଉଁଶ ବା ବତା ବାନ୍ଧି ଅନ୍ୟ ଅଂଶ ସଙ୍ଗେ ସମତଳ କରିଦେବା —୨. To level up the low part of the thatch by means of raising the same up by means of whole o cleft bambooms.