Jump to content

ମାୟ

ଉଇକିଅଭିଧାନ‌ରୁ

ମାୟ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ଅ (ଆରବୀ - ସଂସ୍କୃତ - ମଧ୍ୟ)

[ସମ୍ପାଦନା]

ମଏ; ସହିତ; ମିଶାଇ କରି; ଏକତ୍ର —With; together with; along eith; together.

(ଯଥା—ମେନେଜରଙ୍କ ଦରମା ମାୟ୍ ଗସ୍ତ ଖର୍ଚା ମାସକୁ ଟ୧/?/ ଦିଆଯିବ )



ମାୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ମା ଧାତୁ+କର୍ତ୍ତୃ. ଯ)

[ସମ୍ପାଦନା]
୧. ଅସୁର —୧. Demon.
୨. ଐନ୍ଦ୍ରଜାଲିକ —୨. Megician; a mine; a
(ମାୟା—ସ୍ତ୍ରୀ) 

conjurer.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

କୁହୁକ ବିଦ୍ୟାରେ ବ୍ୟୁତ୍ପନ୍ନ —Possessing magical powers (Apte).