Jump to content

ମାୟାଚଣ

ଉଇକିଅଭିଧାନ‌ରୁ

ମାୟାଚଣ

ଉଚ୍ଚାରଣ

[ସମ୍ପାଦନା]
(ମାୟାଚଣା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ମାୟ+ପଟୁ ଅର୍ଥରେ. ଚଣ)

[ସମ୍ପାଦନା]
୧. କୁହୁକ ବିଦ୍ୟାରେ ପଟୁ —୧. Noted for jugglery (Apte).
୨. ଅତ୍ୟନ୍ତ ମାୟାବୀ —୨. Very deceitful (Apte).