ମାୟାଚାର
(ମାୟାଚାରୀ—ସ୍ତ୍ରୀ)
(ମାୟାଚରଣ—ଅନ୍ୟରୂପ)
ମାୟାମୟ ବ୍ୟବହାର; ଛଳନା— ମୟ ଆଚରଣ —Acting deceitfully; deceitful conduct (Apte)
ମାୟାବୀ —Deceitful.