Jump to content

ମାୟାତି

ଉଇକିଅଭିଧାନ‌ରୁ

ମାୟାତି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମାୟା+ତି)

[ସମ୍ପାଦନା]
୧. ମନୁଷ୍ୟର ସନ୍ତୋଷବିଧାନାର୍ଥ ଦିଆଯିବା ବଳି —୧. The sacrifice to men (Apte).
୨. ନରବଳି; ଦେବଦେବୀ ପୂଜାର୍ଥେ ମନୁଷ୍ୟବଳି; ମେରିଆ —୨. Human sacrifice; killing of a man to propitiate a deity.