Jump to content

ମାୟାଧର

ଉଇକିଅଭିଧାନ‌ରୁ

ମାୟାଧର

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]
୧. ଶଠ; କପଟଚାରୀ —୧. Deceitful
୨. କପଟବେଶଧାରୀ —୨. Wearing a mask.
୩. ବିଷ୍ଣୁ ବା ଶ୍ରୀକୃଷ୍ଣଙ୍କ ବିଶେଷଣ — ୩. An epithet of Bishṇu or Ṡrīkṛushṇa.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଭଗବାନ୍; ଶ୍ରୀକୃଷ୍ଣ —God; Ṡrīkṛushṇa.

ଦେଶଜ - ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]

ଲୋକଙ୍କୁ ଦିଆଯିବା ନାମ — A name given to males