Jump to content

ମାୟାବାନ୍

ଉଇକିଅଭିଧାନ‌ରୁ

ମାୟାବାନ୍

ଉଚ୍ଚାରଣ

[ସମ୍ପାଦନା]

(ମାୟାବିଦ୍—ଅନ୍ୟରୂପ)

(ମାୟାବତୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ମାୟା+ବତ୍; ୧ମା. ୧ବ)

[ସମ୍ପାଦନା]
୧. କପଟା— ଚାରୀ; ମାୟାବୀ —୧. Illusive.
୨. ମାୟାଯୁକ୍ତ; ମୋହାବିଷ୍ଟ —୨. Deluded.
୩. କୁହୁ— କିଆ — ୩. Skilled in magic.

ବିଶେଷ୍ୟ -

[ସମ୍ପାଦନା]

ଐନ୍ଦ୍ରଜାଲିକ —Magician; juggler.