ମାୟାବୀ
ଦେଖଣା
ମାୟାବୀ
ଉଚ୍ଚାରଣ
[ସମ୍ପାଦନା](ମାୟାବିନୀ—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ମାୟା+ଅଛି ଅର୍ଥରେ ବିନ୍; ୧ମା.୧ବ)
[ସମ୍ପାଦନା]- ୧. ମାୟାକାରୀ —୧ Delusive.
- ୨. କପଟାଚାରୀ — ୨. Deceptive; hypocrite.
- ୩. ଇନ୍ଦ୍ର— ଜାଲରେ ପାରଦର୍ଶୀ —୩. Skilled in magical art.
- ୪. ମିଥ୍ୟା; ଅବାସ୍ତବ —୪. Unreal.
ବିଶେଷ୍ୟ -
[ସମ୍ପାଦନା]- ୧. ଯାଦୁକର; ଐନ୍ଦ୍ରଜାଲିକ; କୁହୁକୀ —୧. Magician.
- ୨. ଦୁନ୍ଦୁରି ଅସୁରର ଜ୍ୟେଷ୍ଠ ପୁତ୍ର —୨. Name of a demon whose father and who himself were killed by the monkey king Bāḻi.
[ଦ୍ରଷ୍ଟବ୍ୟ — ବାନରରାଜ ବାଳି ଏହାର ପିତାକୁ ବଧ କରିବାରୁ ଏ ବାଳିଙ୍କୁ ବଧ କରିବାକୁ ଉଦ୍ୟତ ହୋଇଥିଲା; କିନ୍ତୁ ବାଳି ଏହାକୁ ଗୋଡ଼ାଇବାରୁ ଏ ଭୟରେ ଗୋଟିଏ ଭୂବିବର ଭିତରେ ପଶିଗଲା ବାଳି ତହିଁରେ ପ୍ରବେଶ କରି ଏହାକୁ ବଧ କଲେ]
- ୩. ବିରାଡ଼ି (ହିନ୍ଦୀ - ଶ) —୩. A cat.
- ୪. ପରମାତ୍ମା (ହିନ୍ଦୀ - ଶ) —୪. God; the supreme Being.
- ୫. ମାଜୁ ଫଳ —୫. Gall-nut (Apte).