ମାୟା ଜାଲ
ଦେଖଣା
ମାୟା ଜାଲ
ଉଚ୍ଚାରଣ
[ସମ୍ପାଦନା]=== ସଂସ୍କୃତ - ବିଶେଷ୍ୟ - (ରୂପକ; ମାୟା+ଜାଲ)
ଜାଲପରି ବେଢ଼ି ଥିବା ମାୟା —Illusion compared to an entangling net.
ପ୍ରାଦେଶିକ - (ଯାଜପୁର) ବିଶେଷ୍ୟ -
[ସମ୍ପାଦନା]ସାଧାରଣ ଲୋକମାନେ ନଈ, ପୋଖରୀ ପ୍ରଭୃତିରୁ ଛୋଟ ମାଛ ଧରିବା ପାଇଁ ବାଉଁଶବତାରେ ତିଆରି ଯନ୍ତ୍ର— ବିଶେଷ —A contrivance made of split bamboo laths used by ordinary people to catch small fishes.