Jump to content

ମାୟା ବସିକ

ଉଇକିଅଭିଧାନ‌ରୁ

ମାୟା ବସିକ

ଉଚ୍ଚାରଣ

[ସମ୍ପାଦନା]
(ମାୟାବସିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ମାୟା+ଅକ+ସେ. ଧାତୁ+ଇକ)

[ସମ୍ପାଦନା]
୧. ପ୍ରତାରକ —୧. Deceptive.
୨. ପ୍ରବଞ୍ଚକ — ୨. Cheating, fraudulent.