ମାୟା ମୋହ
ଦେଖଣା
ମାୟା ମୋହ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି—(ମ. ପ. ଲୋ)
[ସମ୍ପାଦନା]- ୧. ମାୟା ବା ଅବିଦ୍ୟାଜନିତ ଅଜ୍ଞାନ ବା ମୁଗ୍ଧତା —୧. Folly or fascination due to delusion.
- ୨. ବିଷ୍ଣୁଙ୍କ ଦେହ— ନିଃସୃତ ଅସୁରମୋହନକାରୀ ପୁରୁଷବିଶେଷ —୨. An image of a man which issued from the body of Bishṇu and fascinated the demons.
- ୩. (ଏକାର୍ଥକ ସହଚର) ମାୟା — ୩. Illusion.