Jump to content

ମାୟା ସୀତା

ଉଇକିଅଭିଧାନ‌ରୁ

ମାୟା ସୀତା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଅଗ୍ନିଦେବଙ୍କଦ୍ୱାରା ଯୋଗବଳରେ ସୃଷ୍ଟି ସୀତା ଦେବୀଙ୍କର ପ୍ରତିମୂର୍ତ୍ତି —An image or shadow of Sitā which was created by the Fire god and kept with Ramachanra when Sītā was taken away by Rābaṇa and which was afterwards given back by the Firegod when Sītā was made to pass through the ordeal of fire after her rescue from Laṅkā

[ଦ୍ରଷ୍ଟବ୍ୟ —ସୀତାହରଣ ପୂର୍ବରୁ ଅଗ୍ନିଦେବ ମାୟାସୀତାଙ୍କୁ ସୃଷ୍ଟି କରି ରାମଚନ୍ଦ୍ରଙ୍କ ନିକଟରେ ଛାଡ଼ି ଦେଲେ ଓ ଅସଲ ସୀତାଙ୍କୁ ନେଇ ଆପଣା ପାଖେ ରଖିଲେ; ଏ କଥା ରାମଚନ୍ଦ୍ର ଜାଣିଥିଲେ, କିନ୍ତୁ ଲକ୍ଷ୍ମଣ ଜାଣି ନ ଥିଲେ ରାବଣ ଆସି ଅସଲ ସୀତା ଜ୍ଞାନରେ ମାୟା ସୀତାଙ୍କୁ ହରି ନେଲା ସୀତା ହରଣ ଓ ରାବଣ ନିଧନ ପରେ ସୀତାଙ୍କ ଅଗ୍ନି ପରୀକ୍ଷା ସମୟରେ ଅଗ୍ନି ଅସଲ ସୀତାଙ୍କୁ ରାମଚନ୍ଦ୍ରଙ୍କୁ ପ୍ରତ୍ୟର୍ପଣ କଲେ ଓ ମାୟାସୀତାଙ୍କୁ ଫେରାଇ ନେଲେ ଅଗ୍ନିଙ୍କ ଆଦେଶରେ ମାୟା ସୀତା ଯାଇ ପୁଷ୍କର ତୀର୍ଥରେ ତପସ୍ୟା କଲେ ଏବଂ ଦ୍ୱାପର ଯୁଗରେ ପାଣ୍ଡବମହିଷୀ ଦ୍ରୌପଦୀ ରୂପରେ ଅବତୀର୍ଣ୍ଣା ହେଲେ]