Jump to content

ମାୟିକ

ଉଇକିଅଭିଧାନ‌ରୁ

ମାୟିକ

ଉଚ୍ଚାରଣ

[ସମ୍ପାଦନା]
(ମାୟିକା—ସ୍ତ୍ରୀ) 

(ଆମାୟିକ—ବିପରୀତ)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ମାୟା+ଇକ)

[ସମ୍ପାଦନା]
୧. ମାୟାବୀ — ୧. Deceptive; delusive.
୨. ମାୟାରେ ରଚିତ; କାଳ୍ପନିକ —୨. Unreal.

ବିଶେଷ୍ୟ -

[ସମ୍ପାଦନା]
୧. ମାଜୁଫଳ —୧. Gall-nut.
୨. ଯାଦୁକର —୨. Conjurer; juggler.