Jump to content

ମାୟୁ

ଉଇକିଅଭିଧାନ‌ରୁ

ମାୟୁ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମା.ଧାତୁ=ଦେହରୁ କ୍ଷେପଣ କରିବା+କର୍ମ+କର୍ତ୍ତୃ. ଉ)

[ସମ୍ପାଦନା]
୧. ପିତ୍ତ; ଶରୀରସ୍ଥ ଧାତୁବିଶେଷ —୧. Bile gail; one of the three humours of the human system.
୨. ସୂର୍ଯ୍ୟ —୨. The sun (Apte).
୩. ବାକ୍ୟ (ହିନ୍ଦୀ - ଶ) —୩. Speech.
୪. ଶବ୍ଦ (ହିନ୍ଦୀ - ଶ) —୪. Sound; word.