ମା ଅଂଶିଆ
ଦେଖଣା
ମା ଅଂଶିଆ
ଉଚ୍ଚାରଣ
[ସମ୍ପାଦନା](ମାଆ, ଅଂଶିଆ—ଅନ୍ୟରୂପ)
(ବାପ ଅଂଶିଆ—ବିପରୀତ)
ଅନୁବାଦ
[ସମ୍ପାଦନା](ମା ଅଂଶୀ, ମାଆ ଅଂଶୀ—ସ୍ତ୍ରୀ)
ଦେଶଜ - ବିଶେଷଣ - ପୁଲିଙ୍ଗ - (ସଂସ୍କୃତ - ମାତୃ ଓ ଅଂଶୀୟ)
[ସମ୍ପାଦନା]ଯେଉଁ ଶିଶୁର ଚେହରା ବର୍ଣ୍ଣକେଶ ମାତାଙ୍କ ଚେହେରା ଆଦି ସଙ୍ଗେ ବେଶି ମେଳ ଥିବା ଦେଖା— ଯାଏ —(a child) Resembling its mother in appearance (as regards the face, colour of the skin, density of the hair etc.)