Jump to content

ମା ଭଉଣୀ ଜୋରୀ ବେଟୀ କରିବା

ଉଇକିଅଭିଧାନ‌ରୁ

ମା ଭଉଣୀ ଜୋରୀ ବେଟୀ କରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ମା ଭଉଣୀ ଜୋରୁ[ରୀ]ବେଟୀ କରି ଗାଳି ଦେବା, ମା ଭଉଣୀ ଜୋରୁ[ରୀ]ବେଟୀ ନେବା ଅନ୍ୟରୂପ

(ସଂସ୍କୃତ - ମାତା; ଭଗିନୀ; ଫାରାସୀ - ଜୋରୂ; ବେଟୀ)

[ସମ୍ପାଦନା]

କୌଣସି ବ୍ୟକ୍ତିର ମା, ଭଗିନୀ, ସ୍ତ୍ରୀ ଓ କନ୍ୟାଙ୍କ ପ୍ରତି ଅଶ୍ଳୀଳ ଭାଷା ପ୍ରୟୋଗପୂର୍ବକ ତିରଷ୍କାର କରିବା —To abuse a person filthily by taking the names of his mother, sister , wife and daughter.