ମା ଭଉଣୀ ଜୋରୁ ବେଟୀ କରିବା
ଦେଖଣା
ମା ଭଉଣୀ ଜୋରୁ ବେଟୀ କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମା ଭଉଣୀ ଜୋରୁ ବେଟୀ କରିବା
|
ମା ଭଉଣୀ ଜୋରୁ[ରୀ]ବେଟୀ କରି ଗାଳି ଦେବା, ମା ଭଉଣୀ ଜୋରୁ[ରୀ]ବେଟୀ ନେବା ଅନ୍ୟରୂପ
(ସଂସ୍କୃତ - ମାତା; ଭଗିନୀ; ଫାରାସୀ - ଜୋରୂ; ବେଟୀ)
[ସମ୍ପାଦନା]କୌଣସି ବ୍ୟକ୍ତିର ମା, ଭଗିନୀ, ସ୍ତ୍ରୀ ଓ କନ୍ୟାଙ୍କ ପ୍ରତି ଅଶ୍ଳୀଳ ଭାଷା ପ୍ରୟୋଗପୂର୍ବକ ତିରଷ୍କାର କରିବା —To abuse a person filthily by taking the names of his mother, sister , wife and daughter.