Jump to content

ମି

ଉଇକିଅଭିଧାନ‌ରୁ

ମି

ଉଚ୍ଚାରଣ

[ସମ୍ପାଦନା]

===ପ୍ରାଦେଶିକ - (ସମ୍ୱଲପୁର, ବାଲେଶ୍ୱର; ଯାଜପୁର, ଗଡ଼ଜାତ)

କ୍ରିୟାର ବିଭକ୍ତ— ଭବିଷ୍ୟତ୍ କାଳ ପ୍ରଥମ ପୁରୁଷ ଏକ ବଚନ କ୍ରିୟାରେ ବ୍ୟବହୃତ ବିଭକ୍ତି (ଯଥା—ସଂ, ଅହଂ ଯାମି=ମୁଁ ଯିମି=ମୁଁ ଯିବି) —A verb-particle denoting futurre tense in thhe first person singular number.

  • (file)
  • (file)

ଅନୁବାଦ

[ସମ୍ପାଦନା]

[ଦ୍ରଷ୍ଟବ୍ୟ —ଓଡ଼ିଶାରେ ଅନ୍ୟତ୍ର ପାଣ, କଣ୍ଡରା, ବାଉରୀ ଆଦି ଛୋଟ ଜାତିମାନେ ମଧ୍ୟ ଯିମି, ଝାଇମି ଆଦି ବ୍ୟବହାର କରନ୍ତି]

ଦେଶଜ - ବିଶେଷଣ - (ସାଙ୍କେତିକ, ଇଂରାଜୀ - )

[ସମ୍ପାଦନା]

ମିଷ୍ଟର୍ (ବା. ଶ୍ରୀଯୁକ୍ତ) ଶବ୍ଦର ସଂକ୍ଷିପ୍ତ ଆକାର — Abbreviation for Minister; Mr.