Jump to content

ମିଆଁ

ଉଇକିଅଭିଧାନ‌ରୁ

ମିଆଁ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]
[ମିଆଁ (ୟାଁ)ଣୀ—ସ୍ତ୍ରୀ] 

ବୈଦେଶିକ - ବିଶେଷ୍ୟ - ପୁଲିଙ୍ଗ - (ଫା)

[ସମ୍ପାଦନା]
୧. ମୁସଲମାନ୍ମାନଙ୍କର ସମ୍ମାନାର୍ଥକ ଉପାଧି ବିଶେଷ —୧. A title of respect applied to Mahomedans.
୨. ମୁସଲମାନ୍ ବାଦସାହାଙ୍କ ଦରବାରରେ ମର୍ଯ୍ୟାଦାନ୍ୱିତ ବ୍ୟକ୍ତିଙ୍କ ଉପାଧି —୨. A title of honoured persons in the courts of Mahomedan emperors.
୩. ମୁସଲମାନ୍ —୩. Mahomedan.