Jump to content

ମିଆଁଜୀ

ଉଇକିଅଭିଧାନ‌ରୁ

ମିଆଁଜୀ

ଉଚ୍ଚାରଣ

[ସମ୍ପାଦନା]

[ମିଆଁ (ୟାଁ, ଞ୍ଜା) ସାହି (ହେ)ବ—ଅନ୍ୟରୂପ]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - ଓ ଅ (ଫା)

[ସମ୍ପାଦନା]
୧. ମୁସଲମାନମାନଙ୍କ ପ୍ରତି ସମ୍ମାନ ବା ସ୍ନେହ ସମ୍ୱୋଧନ (=ମହାଶୟ) — Affectionate address to a Mahomedans.
୨. ମୁସଲମାନୀ ପ୍ରାଥମିକ ପାଠଶାଳାର ଶିକ୍ଷକ — ୨. The teacher of a primary Mahomedan school.