ମିଆଦି ଗଡ଼ିବା
ଦେଖଣା
ମିଆଦି ଗଡ଼ିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମିଆଦି ଗଡ଼ିବା
|
ଦେଶଜ - ବିଶେଷ୍ୟ - (କଚିରିଆ)
[ସମ୍ପାଦନା]କୌଣସି କାର୍ଯ୍ୟ ନିଷ୍ପନ୍ନ ନ କରି ନିର୍ଦିଷ୍ଟ ସମୟ ଅତିକ୍ରାନ୍ତ ହେବା — The putting off of the perform ance of an act beyond the time stipulated.
[ମିଆଦ (ଦି)ଗତ ହେବା, ମିଆଦ (ଦି)ପୂରିଯିବା, ମିଆଦ (ଦି)ବିତିଯିବା, ମିଆଦ (ଦି)ଅତୀତ ହେବା—ଅନ୍ୟରୂପ]
[ମିଆଦ (ଦି) ଗଡ଼ାଇବା (ଗତ କରିବା, ବିତା (ତେ)ଇବା)—କ୍ରିୟା]