ମିଆଦି ଦେବା
ଦେଖଣା
ମିଆଦି ଦେବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ମିଆଦି ଦେବା
|
ଦେଶଜ - କ୍ରିୟାପଦ - (କଚିରିଆ)
[ସମ୍ପାଦନା]- ୧. କୌଣସି କାର୍ଯ୍ୟ ସମା — ଧାନ ପାଇଁ ସମୟର ସୀମା ନିର୍ଦ୍ଧାରଣ କରିବା — ୧. To fix a time—limit for the performance of an act.
- ୨. କୌଣସି ଆସାମୀକୁ କାରାଦଣ୍ଡ ଆଦେଶ କରିବା —୨. To sentence an accused to imprisonment.