ମିଆଦୀ
ଦେଖଣା
ମିଆଦୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମିଆଦୀ
|
ବୈଦେଶିକ - ବିଶେଷ୍ୟ - (କଚିରିଆ) (ଆରବୀ - ମିଆଦ୍)
[ସମ୍ପାଦନା]- ୧. କୌଣସି କାର୍ଯ୍ୟ ସମ୍ପାଦନ ବା ଋଣପରିଶୋଧ ପାଇଁ ନିର୍ଦ୍ଧାରିତ ସମୟ —୧. Time stipulated for the performance of some act or repayment of a loan.
[ଉ—ମିଆଦ ଟାଳିଲା ପିଆଦା ପରାଏ ମାର ଝିଙ୍କେଅସ୍ମାଯାଉ କବିସୂର୍ଯ୍ୟ ସଙ୍ଗୀତ
- ୨. କୌଣସି କାର୍ଯ୍ୟ ସମାଧାନ ପାଇଁ ନିର୍ଦ୍ଧିରିତ ସମୟର ଶେଷ ସୀମା —୨. Time limit; limitation of the time stipulated for an act.
[ଦ୍ରଷ୍ଟବ୍ୟ —ଭିନ୍ନ ଭିନ୍ନ ଶ୍ରେଣୀର ତମସୁକ, ଚୁକ୍ତିଭଙ୍ଗ, ଅନିଷ୍ଟ, ନିମନ୍ତେ କ୍ଷତିପୂରଣ ଇତ୍ୟାଦି ଭିନ୍ନ ଭିନ୍ନ ପ୍ରକାରର ଦାବୀ ନିମନ୍ତେ 'ତମାଦି'ର ସମୟ ଆଇନ୍ ଅନୁସାରେ ଭିନ୍ନ ଭିନ୍ନ ଅଟେ ଏହି ଭିନ୍ନ ଭିନ୍ନ 'ତମାଦି' କାଳମାନ ତମାଦି ଆଇନ୍ ବା Limitation Actରେ ଲିପିବଦ୍ଧ ହୋଇଅଛି]
- ୩. କାରାବନ୍ଧନ —୩. Imprisonment. [ଉ—ପଶ୍ଚାତ୍ ଶୁଣାଗଲା ମାଝୀ ଖଲାସିମାନେ ଚାରି ଚାରି ବର୍ଷ ମିଆଦ ଗଲେ ଫକୀର— ମୋହନ ଗଳ୍ପସ୍ୱଳ୍ପ]
- ୪. କାରା ବନ୍ଧନର ସମୟ — ୪. Period of Imprisonment.
- ୫. କାରାଦଣ୍ଡ— ଦେଶ —୫. Sentence of imprisonment.