ମିଆଦ ମକଦମୀ
ଦେଖଣା
ମିଆଦ ମକଦମୀ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ମିଆଦ ମକଦମୀ
|
ବୈଦେଶିକ - ବିଶେଷ୍ୟ - (କଚିରିଆ) (ଆ ଓ ଫା)
[ସମ୍ପାଦନା]- ୧. ଯେଉଁ ମକଦମୀ ପାଇଁ ଜମିଦାରଙ୍କୁ ଆଦାୟ ରାଜସ୍ୱ ନିର୍ଦ୍ଦିଷ୍ଟ କାଳ ସକାଶେ ଧାର୍ଯ୍ୟ ହୋଇ ଥାଏ —୧. An under-tenure for which the rent is fixed for a certain period.
- ୨. ଯେଉଁ ମକଦ୍ଦମୀର ପ୍ରଜାଙ୍କଠାରୁ ଖଜଣା ଆଦାୟ କରିବା ପାଇଁ ଜମିଦାର ନିର୍ଦ୍ଦିଷ୍ଟ କାଳ ସକାଶେ ମକଦ୍ଦମା ନିଯୁକ୍ତ କରନ୍ତି —୨. An under-tenure which is terminable on the expiry of a stipulated period.
[ଦ୍ରଷ୍ଟବ୍ୟ —ଏହିପରି ମିଆଦ ସରବରାକାରୀ, ମିଆଦ ସିକୀମ ଜମିଦାରୀ ଆଦି ଶବ୍ଦ ହୁଏ]