ମିଉନିସିପାଲିଟି
ଦେଖଣା
ମିଉନିସିପାଲିଟି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ମିଉନିସିପାଲିଟି
|
ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ମ୍ୟୁନିସିପାଲିଟି)
[ସମ୍ପାଦନା]ନଗରର ସ୍ୱାସ୍ଥ୍ୟ; ଶିକ୍ଷାଦି ପରିଚାଳନାର୍ଥ ନାଗରିକମାନଙ୍କ ସ୍ୱାୟତ୍ତ ଶାସକ ସଭା —Municipality.
[ମିନିସ୍(ସି) ପାଲ(ଲି)ଟି—ଅନ୍ୟରୂପ]