Jump to content

ମିଉନିସିପାଲ ପ୍ରେସଡ଼େଣ୍ଟ୍

ଉଇକିଅଭିଧାନ‌ରୁ

ମିଉନିସିପାଲ ପ୍ରେସଡ଼େଣ୍ଟ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

=== ବୈଦେଶିକ - ବି—(ଇଂ)

ମିଉନିସିପାଲିଟିର କର୍ମର ଆଲୋଚନା ପାଇଁ ସମୟ ସମୟରେ ହେଉଥିବା କମିସନରମାନଙ୍କ ବଇଠକୀରେ ସଭାପତିକର୍ମ ନିର୍ବାହ କରିବାକୁ ନିର୍ବାଚିତ ବ୍ୟକ୍ତି —The President of Municipality.

[ଦ୍ରଷ୍ଟବ୍ୟ —ମିଉନିସି ପାଲିଟିର କମିସ୍ନର୍

ମାନେ ମିଉନିସିପାଲିଟିର ଦୈନନ୍ଦିନ କର୍ମ ଚଳାଇବା ପାଇଁ ଆପଣା ମଧ୍ୟରୁ ଜଣକୁ ଚେଆରମାନ୍ ନିର୍ବାଚନ କରନ୍ତି, ତାଙ୍କୁ ମିଉନିସିପାଲ୍ ଚେଆରମାନ୍ ବୋଲାଯାଏ ମିଉନିସି— ପାଲିଟିର ବିଷୟ ଆଲୋଚନା ପାଇଁ ମଝିରେ ମଝିରେ ଯେଉଁ ବୈଠକମାନ ହୁଏ ତହିଁରେ କର୍ମ ପରିଚାଳନ କରିବା ପାଇଁ ମିଉନିସିପାଲ୍ କମିସ୍ନର୍ମାନେ ଯେଉଁ ବ୍ୟକ୍ତିଙ୍କୁ ନିର୍ବାଚନ କରନ୍ତି ତାଙ୍କୁ ମଉନିସିପାଲ୍ ପ୍ରେସିଡ଼େଣ୍ଟ୍ ବୋଲାଯାଏ]